ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଇବିଡି (ଇନ୍‌ଫ୍ଲାମେଟୋରି ବାୱେଲ ଡିଜିଜ୍‌) ହେଉଛି ଏକ ପ୍ରକାର କ୍ରୋନିକ୍‌ ରୋଗ। ଏହା ଯୋଗୁଁ ଝାଡ଼ାରେ ରକ୍ତ ପଡ଼ିବା, ପେଟ ଯନ୍ତ୍ରଣା ହେବା ଭଳି ଲକ୍ଷଣ ଦେଖାଦିଏ।

ସାଧାରଣତଃ ଲୋକ ଏହି ସମସ୍ୟାକୁ ଅର୍ଶ, ମଳକଣ୍ଟକ ଭାବି ଅବହେଳା କରିଦିଅନ୍ତି। ତେଣୁ, ଆଇବିଡି ବିଷୟରେ ଜାଣିବା ସହ ଏହାର ଚିକିତ୍ସା କରିବା ଆବଶ୍ୟକ।

ତେବେ ଆଇବିଡି କ’ଣ, ଏହା କାହିଁକି ହୁଏ, ଏହାର ଲକ୍ଷଣକୁ କିପରି ଚିହ୍ନିବେ ଓ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ସମ୍ବିତ କୁମାର ଭୂୟାଁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #InflammatoryBowelDisease #IBD #Treatment #HealthCare #OdiaHealthTips #DoctorAdvice

Comment