ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଗାଉଟ୍ ଏକ ପ୍ରକାରର ଗଣ୍ଠିବାତ ରୋଗ। ଶରୀରରେ କେବଳ ୟୁରିକ୍ ଏସିଡର ମାତ୍ରା ବଢ଼ିଗଲେ ଗାଉଟ୍ ରୋଗ ହୁଏ ନାହିଁ, ଗାଉଟ୍ ରୋଗ ହେବାର ବିଭିନ୍ନ କାରଣ ରହିଛି।

ତେବେ ଗାଉଟ୍ କ’ଣ, ଗାଉଟ୍ ରୋଗ ହେବାର କାରଣ କ’ଣ, ଗାଉଟ୍ ହେଲେ ଶରୀରରେ କେଉଁ ସବୁ ଲକ୍ଷଣ ଦେଖାଯାଏ ଓ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ରୁମାଟୋଲୋଜିଷ୍ଟ ଡାକ୍ତର ଅଶ୍ଳେଷା ଶୁକ୍ଳାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Gout #GoutyArthritis #Causes #Treatment #HealthCare #OdiaHealthTips #DoctorAdvice

Comment