ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଗର୍ଭାବସ୍ଥାରେ ରକ୍ତଚାପ ବଢ଼ିବାକୁ ପ୍ରିଏକ୍ଲାମ୍ପସିଆ କୁହାଯାଏ। ପ୍ରିଏକ୍ଲାମ୍ପସିଆ ଉଭୟ ମା’ ଏବଂ ଗର୍ଭସ୍ଥ ଶିଶୁ ପାଇଁ କ୍ଷତିକାରକ।
ତେବେ ଗର୍ଭାବସ୍ଥାରେ ବ୍ଲଡପ୍ରେସର କାହିଁକି ବଢ଼େ, ଗର୍ଭାବସ୍ଥାରେ ବ୍ଲଡପ୍ରେସର ବଢ଼ିଗଲେ କେଉଁ ଲକ୍ଷଣ ଦେଖାଦିଏ, ଗର୍ଭାବସ୍ଥାରେ ବ୍ଲଡପ୍ରେସର ବଢ଼ିଲେ କେଉଁ ସମସ୍ୟା ଦେଖାଦିଏ ଏବଂ କିପରି ଏହାକୁ ନିୟନ୍ତ୍ରଣ କରିହେବ, ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଲୀନା ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #PregnancyCare #Preeclampsia #HighBP #Causes #Treatment #HealthCare #OdiaHealthTips #DoctorAdvice

















