ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
କିଡ୍ନି ଆମ ଶରୀରରେ ଅହରହ କାର୍ଯ୍ୟ କରିଥାଏ ଏବଂ ଶରୀରରୁ ରକ୍ତ ସଫା କରିବା ସହ ସମସ୍ତ ବର୍ଯ୍ୟବସ୍ତୁକୁ ବାହାର କରିଥାଏ। ତେଣୁ, କିଡ୍ନିକୁ ସୁସ୍ଥ ରଖିବା ନିହାତି ଜରୁରୀ।
ତେବେ ବର୍ତ୍ତମାନ ସମୟରେ କାହିଁକି ବଢ଼ୁଛି କିଡନି ରୋଗ, କିଡନି ଖରାପ ଅଛି ବୋଲି କେମିତି ଜାଣିବେ, କିଡନି ପ୍ରତିରୋପଣ ପରେ ସମସ୍ୟା ହୁଏ କି, କିଡନି ରୋଗର ଚିକିତ୍ସା କିପରି କରାଯାଏ, ସେ ବିଷୟରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ସୁବୋଧ କୁମାର ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #KidneyDisease #Causes #Treatment #HealthCare #OdiaHealthTips #DoctorAdvice
















