ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଗର୍ଭଧାରଣ ପୂର୍ବରୁ ଏବଂ ଗର୍ଭାବସ୍ଥାରେ କେତେଗୁଡ଼ିଏ ପରୀକ୍ଷା କରିବା ଆବଶ୍ୟକ। ଏହାଦ୍ୱାରା ଉଭୟ ମା’ ଏବଂ ଶିଶୁ ଉପରେ ହେବାକୁ ଥିବା ବିପଦକୁ ଏଡ଼ାଇହୁଏ ଏବଂ ଗର୍ଭସ୍ଥ ଶିଶୁ ବିଷୟରେ ଜାଣିହୁଏ।

ତେବେ ଗର୍ଭାବସ୍ଥା ପୂର୍ବରୁ ଏବଂ ଗର୍ଭଧାରଣ ସମୟରେ କେଉଁ କେଉଁ ପରୀକ୍ଷା କରିବା ଜରୁରୀ ଓ କାହିଁକି, ସେ ବିଷୟରେ ଫେଟାଲ ମେଡିସିନ୍‌ ସ୍ପେସାଲିଷ୍ଟଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Pregnancey #PregnancyTest #PrggnancyCare #Causes #Treatment #HealthCare #OdiaHealthTips #DoctorAdvice

Comment