ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପିସିଓଏସ୍ ବା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ହେଉଛି ଏକ ହରମୋନ୍ ଜନିତ ସମସ୍ୟା। ଏହି ସମସ୍ୟା ଥିଲେ ମହିଳାଙ୍କର ଋତୁଚକ୍ରରେ ଅନିୟମିତତା ହୁଏ, ବହୁତ ଦିନ ବା ମାସ ମାସ ପର୍ଯ୍ୟନ୍ତ ଋତୁସ୍ରାବ ବନ୍ଦ ହୋଇଯାଏ। କିମ୍ବା ମାସକରେ ଦୁଇ ଥର ଋତୁଚକ୍ର ହୋଇଥାଏ।

ତେବେ କାହିଁକି ହୋଇଥାଏ ପିସିଓଏସ ସମସ୍ୟା, ପିସିଓଏସ ହେଲେ ମହିଳାଙ୍କଠାରେ କେଉଁ କେଉଁ ସମସ୍ୟା ହୋଇପାରେ ଓ ଏହାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଲିପିକା ମହାରଣାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #IrregularMenstruation #PCOS #WomenHealthCare #Causes #Treatment #HealthCare #OdiaHealthTips #DoctorAdvice

Comment