ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମହିଳାଙ୍କଠାରେ ଡାଏବେଟିସ୍‌ ହେଲେ ପିସିଓଏସ୍‌, ହୃଦୟରୋଗ, ଗର୍ଭାବସ୍ଥାରେ ସମସ୍ୟା ହୋଇପାରେ। ତେଣୁ, ଡାଏବେଟିସ୍‌କୁ ନିୟନ୍ତ୍ରଣ ରଖିବା ନିହାତି ଜରୁରୀ।

ତେବେ ମହିଳାଙ୍କଠାର ଡାଏବେଟିସ୍ ହେଲେ ଗର୍ଭାବସ୍ଥାରେ କେଉଁ ସମସ୍ୟା ହୁଏ, ମହିଳାଙ୍କଠାରେ ଡାଏବେଟିସର ଜଟିଳତା କ’ଣ ଏବଂ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସ୍ୱୀକୃତି ଜେନାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Diabetes #WomenHealthCare #Causes #Treatment #HealthCare #OdiaHealthTips #DoctorAdvice

Comment