ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
କାର୍ଡିଆକ୍ ଆରେଷ୍ଟ ହେଉଛି ଏକ ଅବସ୍ଥା, ଯେଉଁଥିରେ ହୃଦୟ ହଠାତ୍ କାମ କରିବା ବନ୍ଦ କରିଦିଏ। ଏହି ଅବସ୍ଥାରେ ବ୍ୟକ୍ତିଙ୍କୁ ଅସହଜ ମନେ ହୁଏ, ଛାତି ମଝିରେ ଯନ୍ତ୍ରଣା ହୁଏ, ଗମ୍ ଗମ୍ ଝାଳ ବହେ। ଏଭଳି ଲକ୍ଷଣ ଦେଖାଦେଲେ ତୁରନ୍ତ ଚିକିତ୍ସା କରିବା ଜରୁରୀ।
ତେବେ କାର୍ଡିଆକ୍ ଆରେଷ୍ଟର ଲକ୍ଷଣକୁ କେମିତି ଚିହ୍ନିବେ, କାର୍ଡିଆକ୍ ଆରେଷ୍ଟ ପରେ କେଉଁ ସାବଧାନତା ଅବଲମ୍ବନ କରିବେ, କାର୍ଡିଆକ୍ ଆରେଷ୍ଟରୁ ନିଜକୁ କିପରି ରକ୍ଷା କରିବେ, ସେ ବିଷୟରେ ବିଶିଷ୍ଟ ଛାତି ରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ରଞ୍ଜନ ବେହେରାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #CardiacArrest #Causes #Treatment #HealthCare #OdiaHealthTips #DoctorAdvice
















