ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସାଧାରଣତଃ ମହିଳାମାନେ ଗର୍ଭାଶୟ, ଅଣ୍ଡାଶୟ ଏବଂ ସ୍ତନ କର୍କଟର ଅଧିକ ଶିକାର ହୋଇଥାଆନ୍ତି। ପ୍ରାୟତଃ ୫୦ ବର୍ଷରୁ ଅଧିକ ବୟସର ମହିଳାମାନଙ୍କଠାରେ ଓଭାରି ବା ଅଣ୍ଡାଶୟ କ୍ୟାନ୍ସର ହେବାର ଆଶଙ୍କା ଅଧିକ ଥାଏ।

ତେବେ ଓଭାରିରେ କ୍ୟାନ୍ସର କାହାକୁ ହେବାର ଅଧିକ ସମ୍ଭାବନା ରହିଛି, ଓଭାରି କ୍ୟାନ୍ସର କାହିଁକି ହୁଏ, ଏହାର ଲକ୍ଷଣକୁ କେମିତି ଚିହ୍ନିବେ ଓ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ମନିନ୍ଦ୍ର ନାୟକଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #OvarianCancer #Causes #Treatment #HealthCare #OdiaHealthTips

Comment