ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ୍ କିଲର୍ କହିଲେ ଅତ୍ୟୁକ୍ତି ହେବ ନାହିଁ। କାହିଁକି ନା ଏହାର କୌଣସି ଲକ୍ଷଣ ଦେଖାଯାଇନଥାଏ, କିନ୍ତୁ ଏହା ବିଭିନ୍ନ ରୋଗର କାରଣ ପାଲଟିଥାଏ। ଉଚ୍ଚ ରକ୍ତଚାପ ହାର୍ଟ ଆଟାକଠାରୁ ଆରମ୍ଭ କରି ଫୁସଫୁସ, କିଡନି, ଲିଭର ଆଦି ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ। ତେଣୁ ବ୍ଲଡ ପ୍ରେସରକୁ ନିୟନ୍ତ୍ରଣ କରିବା ଜରୁରୀ।
ତେବେ ବ୍ଲଡ ପ୍ରେସରର ସାଧାରଣ ସ୍ତର କ’ଣ, ବ୍ଲଡ ପ୍ରେସରକୁ କେମିତି ନିୟନ୍ତ୍ରଣ କରିବେ, ବ୍ଲଡ ପ୍ରେସରକୁ କିପରି ପରିଚାଳନା କରିବେ, ସେ ବିଷୟରେ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଜ୍ଞାନ କୁମାର ରାଉତରାୟଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #HighBloodPressure #Causes #Treatment #HealthCare #OdiaHealthTips #DoctorAdvice
















