ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପିସିଓଏସ୍ ବା ପଲିସିଷ୍ଟିକ୍ ଓଭାରିଆନ୍ ସିଣ୍ଡ୍ରୋମ୍ ହେଉଛି ଏକ ହରମୋନ୍ ଜନିତ ସମସ୍ୟା। ବର୍ତ୍ତମାନ ସମୟରେ କିଶୋରୀଙ୍କଠାରୁ ଆରମ୍ଭ କରି ୪୦ ବର୍ଷର ମହିଳାଙ୍କ ପର୍ଯ୍ୟନ୍ତ ପିସିଓଏସ୍ ସମସ୍ୟା ଦେଖାଦେଉଛି।
ଏହି ସମସ୍ୟା ଥିଲେ ମହିଳାଙ୍କର ଋତୁଚକ୍ରରେ ଅନିୟମିତତା ହୁଏ, ବହୁତ ଦିନ ବା ମାସ ମାସ ପର୍ଯ୍ୟନ୍ତ ଋତୁସ୍ରାବ ବନ୍ଦ ହୋଇଯାଏ କିମ୍ବା ବହୁତ ଶୀଘ୍ର ଋତୁଚକ୍ର ହୋଇଥାଏ।
ତେବେ ପିରିୟଡ୍ରେ ଅନିୟମିତତା ହେବାର କାରଣ କ’ଣ, ପିସିଓଏସ୍ ଲକ୍ଷଣକୁ କେମିତି ଚିହ୍ନିବେ, ବର୍ତ୍ତମାନ ସମୟରେ କାହିଁକି ବଢ଼ୁଛି ପିସିଓଏସ୍ ସମସ୍ୟା, ପିସିଓଏସ୍କୁ ଚିହ୍ନିବା ପାଇଁ କେଉଁ ପରୀକ୍ଷା କରାଯାଏ, ପିସିଓଏସ୍ ସମସ୍ୟା କେମିତି ଭଲ ହେବ ଓ ପିସିଓଏସ୍ ସମସ୍ୟା ଥିଲେ କିଶୋରୀ ଓ ମହିଳାମାନେ କ’ଣ କରିବା ଉଚିତ୍, ସେ ବିଷୟରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସ୍ୱୀକୃତି ଜେନାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Periods #MenstrualCycle #PCOS #Causes #Treatment #HealthCare #OdiaHealthTips #DoctorAdvice
















