ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଖେଳାଳି ଏବଂ ଏକ୍ସରସାଇଜ୍ କରୁଥିବା ବ୍ୟକ୍ତିଙ୍କ ପାଇଁ ବାଲାନ୍ସ ଡାଏଟ୍‌ ନିହାତି ଜରୁରୀ। କାରଣ ସଠିକ୍‌ ଡାଏଟ୍‌ ବ୍ୟକ୍ତିଙ୍କୁ ଶକ୍ତି ପ୍ରଦାନ କରିବା ସହିତ ମାଂସପେଶୀକୁ ସୁଦୃଢ଼ କରିଥାଏ।

ଖେଳାଳିମାନଙ୍କ ପାଇଁ ସଠିକ୍ ଡାଏଟ କ’ଣ, ଏକ୍ସରସାଇଜ ପୂର୍ବରୁ ଖାଇ ହେବକି, ଏକ୍ସରସାଇଜ କରିବା ମଝିରେ ପାଣି ପିଇ ହେବକି, ଏକ୍ସରସାଇଜ ପରେ କ’ଣ ଖାଇବେ, ଏ ସମସ୍ତ ବିଷୟରେ ଡାଏଟିସିଆନ୍‌ ତୃପ୍ତିମୟୀ ପାଲଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଶାର ଏହି ଭିଡିଓ ଦେଖନ୍ତୁ।

Tags: #Exercise #AthletesDies #OdiaHealthTips #DoctorsAdvice

Comment