ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟବ୍ୟୁରୋ

ପିଲାଙ୍କଠାରେ ରକ୍ତହୀନତା, ଥାଲାସେମିଆ ଏବଂ ସିକଲ ସେଲ ଏକ ପ୍ରକାର ବଂଶଗତ ରୋଗ। କିନ୍ତୁ, ଏହାକୁ ରୋକି ହେବ।

ତେବେ ଛୋଟ ପିଲାଙ୍କଠାରେ ରକ୍ତହୀନତାର କାରଣ କ’ଣ, ପିଲାଙ୍କୁ ରକ୍ତହୀନତା ହୋଇଛି କି ନାହିଁ କେଉଁ ବୟସରେ ଜଣାପଡ଼େ, ପିଲାଙ୍କଠାରେ ରକ୍ତହୀନତାର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ହେମାଟୋଲୋଜିଷ୍ଟ ଡାକ୍ତର ସନ୍ଦୀପ ଅଭିଜିତ ପଟ୍ଟନାୟକଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଶାର ଏହି ଭିଡିଓ ଦେଖନ୍ତୁ।

Tags: #Anaemia #ChildCare #OdiaHealthTips #DoctorsAdvice

Comment