ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ ହେଉଛି ଏକ ପ୍ରକାର ଅଟୋଇମ୍ୟୁନ୍‌ ରୋଗ। ଏହି ରୋଗରେ ଶରୀରର ବିଭିନ୍ନ ଗଣ୍ଠିରେ ଯନ୍ତ୍ରଣା ସହିତ ଗଣ୍ଠି ଫୁଲିଯାଇଥାଏ ଓ ଏହାର ଚିକିତ୍ସା ହୋଇ ନପାରିଲେ ଗଣ୍ଠି ବଙ୍କା ମଧ୍ୟ ହୋଇପାରେ।

ତେବେ ରୁମାଟଏଡ୍‌ ଆର୍ଥ୍ରାଇଟିସ୍‌ କ’ଣ, ଏହା କାହିଁକି ହୁଏ, ରୁମାଟଏଡ୍ ଆର୍ଥ୍ରାଇଟିସ୍‌ର ଲକ୍ଷଣକୁ କେମିତି ଚିହ୍ନିବେ ଓ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ରୁମାଟୋଲୋଜିଷ୍ଟ ଡାକ୍ତର ଅଶ୍ଳେଷା ଶୁକ୍ଳାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଶାର ଏହି ଭିଡିଓ ଦେଖନ୍ତୁ।

Tags: #RheumatoidArthritis #JointPain #OdiaHealthTips #DoctorsAdvice

Comment