ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
କାର୍ଡିଆକ୍ ଆରେଷ୍ଟ ହେଉଛି ଏକ ଅବସ୍ଥା, ଯେଉଁଥିରେ ହୃଦୟ ହଠାତ୍ କାମ କରିବା ବନ୍ଦ କରିଦିଏ। ଏହି ଅବସ୍ଥାରେ ବ୍ୟକ୍ତିଙ୍କୁ ଅସହଜ ମନେ ହୁଏ, ଛାତି ମଝିରେ ଯନ୍ତ୍ରଣା ହୁଏ, ଗମ୍ ଗମ୍ ଝାଳ ବହେ। ଏଭଳି ଲକ୍ଷଣ ଦେଖା ଦେଲେ ତୁରନ୍ତ ଚିକିତ୍ସା କରିବା ଜରୁରୀ।
ତେବେ କାର୍ଡିଆକ୍ ଆରେଷ୍ଟର ଲକ୍ଷଣକୁ କିପରି ଚିହ୍ନିବେ, କାର୍ଡିଆକ୍ ଆରେଷ୍ଟର ଚିକିତ୍ସା କିପରି କରାଯାଏ, ଚିକିତ୍ସା ପରେ ଯତ୍ନ କିପରି ନେବେ, କାର୍ଡିଆକ୍ ଆରେଷ୍ଟରୁ ନିଜକୁ କିପରି ରକ୍ଷା କରିବେ, ସେ ବିଷୟରେ ବିଶିଷ୍ଟ ଛାତି ରୋଗ ବିଶେଷଜ୍ଞ ଡାକ୍ତର ଦିବ୍ୟ ରଞ୍ଜନ ବେହେରାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଶାର ଏହି ଭିଡିଓ ଦେଖନ୍ତୁ।
Tags: #CardiacArrest #Treatment #OdiaHealthTips #DoctorsAdvice
















