ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ଧାରାବାହିକ ଓ ସିନେମା ଜଗତର ଅତି ପରିଚିତ ଚେହେରା ବେବି ପ୍ରଧାନ। ପିଲାବେଳୁ ନାଟକ ଓ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ ବେବି। ‘ଦୁହିତା’ ଧାରାବାହିକ ତାଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ।

ପାଖାପାଖି ୨୦ରୁ ଅଧିକ ଧାରାବାହିକରେ ତାଙ୍କ ନିଖୁଣ ଅଭିନୟ ଦେଖିବାକୁ ମିଳିଛି। ପରିବାରର ସମର୍ଥନ ଓ ନିଜ ପ୍ରତିଭା ବଳରେ ୨୩ ବର୍ଷରୁ ଅଧିକ ସମୟ ଧରି ଅଭିନୟ କରୁଛନ୍ତି ବେବି। ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ମନ ଖୋଲି କଥା ହୋଇଛନ୍ତି ଅଭିନେତ୍ରୀ ବେବି ପ୍ରଧାନ। ଦେଖନ୍ତୁ ଭିଡିଓ।

#BabyPradhan #OdiaTeleActress #OdiaTelevision #Ollywood #OdiaCinema

Comment