ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସାଧାରଣତଃ ଭାରତୀୟ ନାଗରିକଙ୍କ ପାଇଁ ଭାତ ହେଉଛି ପ୍ରଧାନ ଖାଦ୍ୟ। ଭାରତୀୟ ଖାଦ୍ୟଶୈଳୀରେ ରନ୍ଧା ଯାଉଥିବା ତରକାରିକୁ ଭାତ ଏବଂ ରୁଟି ସହ ଭୋଜନ କରାଯାଏ। କିନ୍ତୁ ଯେତେବେଳେ ଓଜନ କମାଇବା ବା ଡାଏଟ୍‌ କଣ୍ଟ୍ରୋଲ ବା ଫିଟ୍‌ ରହିବା କଥା ଆସେ ଲୋକମାନେ ବହୁତ ଚିନ୍ତିତ ହୋଇପଡ଼ନ୍ତି ଏବଂ ଭାତ ଛାଡ଼ି ରୁଟି ଖାଇବା ଆରମ୍ଭ କରିଦିଅନ୍ତି।

ତେବେ ଏହା ସତ ନା ଭୁଲଧାରଣା, ଏ ବିଷୟରେ ଡାଏଟିସିଆନ୍‌ ନିହାରିକା ଦାଶ କ’ଣ କହୁଛନ୍ତି, ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #WeightLoss #Diet #FoodForDiet #OdiaHealthTips #DoctorsAdvice

Comment