ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପିରିୟଡ୍‌ସ ବେଳେ ଯଦି ଜଣେ ମହିଳାଙ୍କର ରକ୍ତସ୍ରାବ ସାଧାରଣଠାରୁ ଅଧିକ ହୁଏ, ୫ ଦିନରୁ ଅଧିକ ଦିନ ଧରି ଲାଗି ରହେ ବା ମାସରେ ଦୁଇ ଥର ହୁଏ, ତା’ହେଲେ ଏହାକୁ ଅସ୍ୱାଭାବିକ ରକ୍ତସ୍ରାବ କୁହାଯାଏ। ଏହାର ସାଧାରଣ କାରଣ ହରମୋନ୍‌ରେ ସମସ୍ୟା, ଫାଇବ୍ରଏଡ୍‌, କିଛି ଔଷଧର ପ୍ରଭାବ, ଗର୍ଭାବସ୍ଥାରେ ସମସ୍ୟା, କିମ୍ବା ଅନ୍ୟାନ୍ୟ କାରଣ ହୋଇପାରେ। ଏହାର କାରଣ ଚିହ୍ନଟ କରି ଚିକିତ୍ସା କରିବା ନିହାତି ଆବଶ୍ୟକ।

ତେବେ ଅସ୍ୱାଭାବିକ ରକ୍ତସ୍ରାବ କେଉଁ କାରଣ ପାଇଁ ହୁଏ ଓ ଏହାର ଚିକିତ୍ସା କିପରି କରାଯାଏ, ସେ ବିଷୟରେ ବରିଷ୍ଠ ଡାକ୍ତର ମୃଣାଳ କାନ୍ତି ଦାଶଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #AbnormalUterineBleeding #AUB #Cause #Treatment #OdiaHealthTips #Treatment #DoctorAdvice

Comment