ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ହେପାଟାଇଟିସ୍ ‘ସି’ ହେଉଛି ଏକ ପ୍ରକାର ସଂକ୍ରମଣ, ଯାହା ଲିଭର ବା ଯକୃତକୁ ପ୍ରଭାବିତ କରେ। ପ୍ରାଥମିକ ଅବସ୍ଥାରେ ଏହାର କୌଣସି ଲକ୍ଷଣ ଜଣାପଡ଼ିନଥାଏ ହେଲେ ଧୀରେ ଧୀରେ ଏହା ଲିଭରରେ ସିରୋସିସ୍‌ ଏବଂ କ୍ୟାନ୍ସର ସୃଷ୍ଟି କରିପାରେ।

ତେବେ ହେପାଟାଇଟିସ୍ ସି କାହିଁକି ହୁଏ, ହେପାଟାଇଟିସ୍ ସି ଯୋଗୁଁ କେଉଁ ସମସ୍ୟା ହୁଏ ଓ ହେପାଟାଇଟିସ୍ ସିର ଚିକିତ୍ସା କିପରି କରାଯାଏ, ସେ ବିଷୟରେ ବିଶିଷ୍ଟ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ଡାକ୍ତର ସମ୍ବିତ କୁମାର ଭୂୟାଁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #HepatitisC #Cause #Treatment #OdiaHealthTips #Treatment #DoctorAdvice

Comment