ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ୟୁରିନ୍ ଇନ୍ଫେକ୍ସନ୍ ବା ପରିସ୍ରାନଳୀରେ ସଂକ୍ରମଣ ପୁରୁଷଙ୍କ ତୁଳନାରେ ମହିଳାଙ୍କଠାରେ ଅଧିକ ହୋଇଥାଏ। ଅଧିକାଂଶ ମହିଳାଙ୍କଠାରେ ବାରମ୍ବାର ୟୁରିନ୍ ଇନ୍ଫେକ୍ସନ୍ ହେବା ଦେଖିବାକୁ ମିଳିଥାଏ।
ତେବେ ମହିଳାଙ୍କଠାରେ ୟୁରିନ ଇନଫେକ୍ସନ କାହିଁକି ହୁଏ, ବାରମ୍ବାର ୟୁରିନ ଇନଫେକ୍ସନ ହେଲେ କେଉଁ ସମସ୍ୟା ହୁଏ, ୟୁରିନ ଇନଫେକ୍ସନର କାରଣ ଜାଣିବା ପାଇଁ କେଉଁ ପରୀକ୍ଷା କରାଯାଏ ଓ କିପରି ୟୁରିନ ଇନଫେକ୍ସନକୁ ଏଡ଼ାଇ ହେବ, ସେ ବିଷୟରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଶାର ଏହି ଭିଡିଓ ଦେଖନ୍ତୁ।
Tags: #UTI #UrineInfection #OdiaHealthTips #Causes #Treatment #DoctorsAdvice
















