ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଧାତୁ ରୋଗକୁ ନେଇ ଅନେକ କଥା ରହିଛି। କିଏ କୁହେ ଅଧିକ ଧାତୁ ଶରୀରରୁ ଗଲେ ବ୍ୟକ୍ତି ପତଳା ହୋଇଯା’ନ୍ତି, ତ’ କିଏ ପୁହେ ଧାତୁ ଏକ ପ୍ରକାର ରୋଗ।

ତେବେ ଧାତୁ ସମସ୍ୟା କ’ଣ, ଏହା ଏକ ପ୍ରକାର ରୋଗ ନା ମାନସିକ ଅବସ୍ଥା, ଧାତୁ କ୍ଷୟ ହେଲେ ବ୍ୟକ୍ତ ପତଳା ହୋଇଯାଆନ୍ତିକି ଓ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସ୍ନେହାଂଶୁ ଦେଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #DhatSyndrome #Causes #Treatment #OdiaHealthTips #Causes #Treatment #DoctorsAdvice

Comment