ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜସ୍ଥାନର ରବୀନ୍ଦ୍ର କୌଶିକ। ମାତ୍ର ୨୩ ବର୍ଷ ବୟସରେ ର’ ଏଜେଣ୍ଟ ହୋଇ ପାକିସ୍ତାନ ଚାଲି ଯାଇଥିଲେ। ଏପରି ଜଣେ ପାକିସ୍ତାନୀ ବନିଥିଲେ, ବର୍ଷ ବର୍ଷ ଧରି ସମସ୍ତଙ୍କ ଆଖି ଧୋକା ଖାଇ ଯାଇଥିଲା। ରବୀନ୍ଦ୍ର କୌଶିକ ବନି ଯାଇଥିଲେ ପାକିସ୍ତାନୀ ସେନାର ମେଜର – ନବୀ ଅହମ୍ମଦ ସାକୀର।

ନିଜ ଜୀବନକୁ ବାଜି ଲଗାଇ ଭାରତକୁ ଅନେକ ଗୋପନୀୟ ତଥ୍ୟ ପଠାଇଥିଲେ ରବୀନ୍ଦ୍ର। ସେ ଯେ ଭାରତ ପାଇଁ ଗୁଇନ୍ଦାଗିରି କରୁଛନ୍ତି, ଏକଥା ତାଙ୍କ ବାପା ମାଆ ମଧ୍ୟ ଜାଣିନଥିଲେ। ପାକିସ୍ତାନୀ ସେନାରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କ ଝିଅ ଅମାନତଙ୍କୁ ବାହା ହୋଇଥିଲେ ରବୀନ୍ଦ୍ର। ପତ୍ନୀ ଅମାନତଙ୍କଠାରୁ ମଧ୍ୟ ସେ ନିଜ ପରିଚୟ ଲୁଚାଇ ରଖିଥିଲେ।

ଧରାପଡ଼ିଯିବା ପରେ ତାଙ୍କ ସହ ଯାହା ହୋଇଥିଲା, ଜାଣିଲେ ଆପଣଙ୍କ ଦେହ ଶୀତେଇ ଉଠିବ। ତଳେ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ, ଜାଣନ୍ତୁ ରବୀନ୍ଦ୍ର କୌଶିକଙ୍କ ସଂଘର୍ଷ ଓ ବଳିଦାନର କାହାଣୀ।

Tags: #RawAgent #RavindraKoushik #IndianSpy

Comment