ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମହିଳାମାନଙ୍କଠାରେ ଦେଖାଦେଉଥିବା ଦ୍ୱିତୀୟ ସର୍ବାଧିକ କ୍ୟାନ୍ସର ରୋଗ ହେଉଛି ସର୍ଭାଇକାଲ କ୍ୟାନ୍ସର। ଏହାର ପ୍ରମୁଖ କାରଣ ହେଉଛି ଏଚ୍‌ପିଭି ସଂକ୍ରମଣ।

ଖୁସିର କଥା ହେଉଛି ଯେ, ୯୦ ଭାଗ କ୍ଷେତ୍ରରେ ଆମେ ଏହାକୁ ରୋକିପାରିବା, ଯେମିତିକି ଟିକାକରଣ, ସୁରକ୍ଷିତ ଯୌନ ସମ୍ପର୍କ ସ୍ଥାପନ, ବ୍ୟବଧାନରେ ପାପ୍‌ ସ୍ମିୟର ତଥା ଏଚ୍‌ପିଭି ପରୀକ୍ଷା କରାଇବା।

ତେବେ ସର୍ଭାଇକାଲ କ୍ୟାନ୍ସର କାହିଁକି ହେଉଛି, ସର୍ଭାଇକାଲ କ୍ୟାନ୍ସରର ସ୍କ୍ରିନଂ କେମିତି ହୁଏ, ଏହାର ଲକ୍ଷଣକୁ କେମିତି ଚିହ୍ନିବା ଓ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ହରପ୍ରିତ କୌରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #CervicalCancer #Causes #Treatment #DoctorAdvice #OdiaHealthTips

Comment