ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବିପଦପୂର୍ଣ୍ଣ ବା ବିପଦସଙ୍କୁଳ ଗର୍ଭାବସ୍ଥାର ବିଭିନ୍ନ କାରଣ ହୋଇପାରେ। ଅଧିକ ବୟସ, ଅତ୍ୟଧିକ ଓଜନ, ଉଚ୍ଚ ରକ୍ତଚାପ ଓ ମଧୁମେହ ଭଳି ସମସ୍ୟା ଥାଇ ପିଲା ଯୋଜନା କଲେ ହାଇ ରିସ୍କ ପ୍ରେଗ୍‌ନାନ୍ସି ବା ଗର୍ଭାବସ୍ଥା ବିପଦପୂର୍ଣ୍ଣ ହେବାର ଆଶଙ୍କା ଥାଏ।

ଗର୍ଭାବସ୍ଥାରେ ସମସ୍ୟା କାହିଁକି ହୁଏ, ଗର୍ଭାବସ୍ଥାରେ ସମସ୍ୟା ଥିଲେ ଜୀବନଶୈଳୀରେ କ’ଣ ପରିବର୍ତ୍ତନ କରିବା ଆବଶ୍ୟକ, ମା’ ଓ ଶିଶୁ ଉପରେ ଏହାର କିପରି ପ୍ରଭାବ ପଡ଼ିଥାଏ, ସେ ବିଷୟରେ ବିଶିଷ୍ଟ ଫେଟାଲ ମେଡିସିନ୍‌ ସ୍ପେସାଲିଷ୍ଟ ଡାକ୍ତର ଲକ୍ଷ୍ମୀ ନାରାୟଣ ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #HighRiskPregnancy #Causes #Treatment #OdiaHealthTips #Causes #Treatment #DoctorsAdvice

Comment