ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

କେତେକ ଲୋକଙ୍କର ଗାଡ଼ିରେ ଯାତ୍ରା କରିବା ବେଳେ ବାନ୍ତି ହେବା, ମୁଣ୍ଡ ବିନ୍ଧିବା ଭଳି ଲକ୍ଷଣ ଦେଖାଦିଏ। ଏହାକୁ ମୋସନ ସିକନେସ ବୋଲି କୁହାଯାଏ।

ଗାଡ଼ିରେ ଯାତ୍ରା କରିବା ସମୟରେ କାହିଁକି ବାନ୍ତି ହୁଏ, କେଉଁମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଏବଂ ମୋସନ ସିକନେସର ଚିକିତ୍ସା କେମିତି କରାଯାଏ, ସେ ବିଷୟରେ ଭେଷଜ ରୋଗ ବିଶେଷଜ୍ଞ ଡାକ୍ତର ସ୍ୱସ୍ତିକ ଆଚାର୍ଯ୍ୟଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #MotionSickness #Causes #Treatment #OdiaHealthTips #Causes #Treatment #DoctorsAdvice

Comment