ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଇନସୁଲିନ ପ୍ରତିରୋଧ ମଧୁମେହର ଏକ ପୂର୍ବସୂଚକ। ଏହାର ପ୍ରାରମ୍ଭିକ ଲକ୍ଷଣ ହେଉଛି ବେକରେ କଳା ଦାଗ, ଚର୍ମ ଝୁଲିଯିବା ଏବଂ ଓଜନ ବୃଦ୍ଧି। ଯଦି ଆପଣ ଆପଣଙ୍କ ଖାଦ୍ୟ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ନ ଆଣନ୍ତି ତେବେ ମଧୁମେହ ହେବାର ଆଶଙ୍କା ବଢ଼ିଯାଏ।

ଇନସୁଲିନ ପ୍ରତିରୋଧ କ’ଣ, ଇନସୁଲିନ ପ୍ରତିରୋଧର ଲକ୍ଷଣ କ’ଣ ଓ ଏହାକୁ କିପରି ରୋକିହେବ, ସେ ବିଷୟରେ ପ୍ରସିଦ୍ଧ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡକ୍ଟର ସୁକୃତି ଜେନାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #InsulinResistance #Diabetes #Causes #Treatment #OdiaHealthTips #Causes #Treatment #DoctorsAdvice

Comment