ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ମାଂସପେଶୀ ହଠାତ୍ ଟାଣି ହୋଇଯିବାକୁ ମସଲ୍ସ କ୍ରାମ୍ପ ବୋଲି କୁହାଯାଏ, ଯାହା ଅତ୍ୟନ୍ତ ଯନ୍ତ୍ରଣାଦାୟକ।
ତେବେ ମସଲ୍ସ କ୍ରାମ୍ପ କ’ଣ, ମସଲ୍ସ କ୍ରାମ୍ପ କାହିଁକି ହୁଏ ଓ ଏହା କେମିତି ଭଲ ହେବ, ସେ ବିଷୟରେ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସୁଶାନ୍ତ କୁମାର ଖିଲାରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #MuscleCramp #Causes #Treatment #DoctorAdvice #OdiaHealthTips















