ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ଲକ୍ଷାଧିକ ଡ୍ରାଇଭରଙ୍କ ନେତୃତ୍ୱ ନେଉଛନ୍ତି ପ୍ରଶାନ୍ତ ମେଣ୍ଡୁଲି। ଡ୍ରାଇଭରଙ୍କୁ ମୌଳିକ ସୁବିଧା ଏବଂ ସାମାଜିକ ସୁରକ୍ଷା ଯୋଗାଇଦେବା ପାଇଁ ସରକାରଙ୍କ ନିକଟରେ ରଖିଛନ୍ତି ଦାବି। ଡ୍ରାଇଭରଙ୍କ ସ୍ଵାର୍ଥ ପାଇଁ ପ୍ରଶାନ୍ତ ଲଢ଼େଇ ଜାରି ରଖିଛନ୍ତି।

ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ଯୋଡ଼ିହୋଇ ଡ୍ରାଇଭରମାନଙ୍କ ସମସ୍ୟା ବିଷୟରେ କହିଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି। ଦେଖନ୍ତୁ ଭିଡିଓ।

Tags: #PrasantMenduli #OdishaDriverUnionPresident #Interview

Comment