ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଗର୍ଭାବସ୍ଥାରେ କିଡନି ଷ୍ଟୋନ ହେଲେ ପେଟ ଓ ଅଣ୍ଟାରେ ଯନ୍ତ୍ରଣା, ପରିସ୍ରାରେ ରକ୍ତ ପଡ଼ିବା ଭଳି ଲକ୍ଷଣ ଦେଖାଦିଏ। ତେଣୁ, ଗର୍ଭାବସ୍ଥାରେ ନିୟମିତ ଅଲଟ୍ରାସାଉଣ୍ଡ ଏବଂ ଅନ୍ୟାନ୍ୟ ପରୀକ୍ଷା କରିବା ଜରୁରୀ।

ତେବେ ଗର୍ଭାବସ୍ଥାରେ କିଡନି ଷ୍ଟୋନ କାହିଁକି ହୁଏ, ଗର୍ଭାବସ୍ଥାରେ କିଡନି ଷ୍ଟୋନ ହେଲେ କେମିତି ଜାଣିବେ, ଏହା କେଉଁ ପରୀକ୍ଷା ଦ୍ଵାରା ଜଣାପଡ଼େ ଓ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #KidneyStone #Pregnancy #Causes #Treatment #DoctorAdvice #OdiaHealthTips

Comment