ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଅତ୍ୟଧିକ ଏବଂ ନିୟମିତ ମଦ୍ୟପାନ ଲିଭରକୁ ଖରାପ କରିଥାଏ। ପ୍ରଥମ ପର୍ଯ୍ୟାୟରେ ଫ୍ୟାଟି ଲିଭର ଏବଂ ଶେଷ ପର୍ଯ୍ୟାୟରେ ଲିଭର ସିରୋସିସ୍‌ ହେବାର ଆଶଙ୍କା ସୃଷ୍ଟି ହୋଇଥାଏ। କେତେକ କ୍ଷେତ୍ରରେ ଲିଭର ପ୍ରତିରୋପଣର ମଧ୍ୟ ଆବଶ୍ୟକତା ପଡ଼ିଥାଏ।

ମଦ୍ୟପାନ ଯୋଗୁଁ ଲିଭର ଖରାପ ହୋଇଥାଏ କି, ଯଦି ମଦ ପିଇ ଲିଭର ଖରାପ ହୁଏ, ତେବେ କେମିତି ଭଲ ହେବ, ମଦ୍ୟପାନ ଯୋଗୁଁ ଲିଭର ଖରାପ ହୋଇଥିଲେ ଏହାର ଚିକିତ୍ସା କେମିତି ହୁଏ, ମଦ୍ୟପାନ ବନ୍ଦ କଲେ ପୁଣି ଲିଭର ସୁସ୍ଥ ହୋଇପାରିବ କି, ସେ ବିଷୟରେ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜିଷ୍ଟ ତଥା ହେପାଟୋଲୋଜିଷ୍ଟ ଡାକ୍ତର ଗଦାଧର ପଣ୍ଡାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #LiverDisease #AlcoholicLiverDisease #Treatment #HealthCare #HealthyLife #OdiaHealthTips #DoctorAdvice

Comment