ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ମେନୋପଜ ହେଉଛି ମହିଳାଙ୍କ ଜୀବନରେ ଏକ ଅବସ୍ଥା। ପିରିୟଡର ଆରମ୍ଭ ହେବା ଦିନରୁ ମେନୋପଜ ପର୍ଯ୍ୟନ୍ତ ମହିଳା ହରମୋନ ଅସନ୍ତୁଳନର ସାମ୍ନା କରିଥାଆନ୍ତି। ଖାସ କରି ଏହି ସମୟରେ ନିଜର ଯତ୍ନ ନେବା ନିହାତି ଜରୁରୀ।
ମେନୋପଜ ସମୟରେ ମହିଳାମାନେ ନିଜର ଯତ୍ନ କେମିତି ନେବେ, କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବେ, ସେ ବିଷୟରେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ସ୍ୱୀକୃତି ଜେନାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Menopause #Causes #Treatment #OdiaHealthTips #DoctorAdvice
















