ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ସାଧାରଣତଃ ବେଶୀ ସମୟ ଛିଡ଼ା ହୋଇ ରହିଲେ, ଅଧିକ ସମୟ ଚଲାବୁଲା କଲେ ଗୋଇଠି ଓ ତଳି ପାଦରେ ଯନ୍ତ୍ରଣା ହୋଇଥାଏ। କିନ୍ତୁ ବିଶ୍ରାମ ଓ ମାଲିସ୍‌ କରିବା ପରେ ଏହା ଭଲ ହୋଇଯାଇଥାଏ।

ଅନେକ ସମୟରେ ଏହି ଯନ୍ତ୍ରଣା ଲାଗି ରହିଥାଏ ଓ ଅଧିକ ଦିନ ଧରି ଗୋଇଠି ଓ ତଳି ପାଦରେ ବ୍ୟଥା ହୋଇଥାଏ। ଏହା କାହିଁକି ହୁଏ, ଏହାର ଲକ୍ଷଣ ଓ କିପରି ଏହାର ଚିକିତ୍ସା କରାଯାଏ, ସେ ବିଷୟରେ ବିଶିଷ୍ଟ ହାଡ଼ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ସ୍ୱରୂପଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #FeetAndHeelPain #Causes #Treatment #OdiaHealthTips #DoctorAdvice

Comment