ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ପଲିସିଷ୍ଟିକ ଓଭାରିଆନ ସିଣ୍ଡ୍ରୋମ ବା ପିସିଓଏସ ହେଉଛି ଏକ ପ୍ରକାର ହରମୋନ ଜନିତ ସମସ୍ୟା। ଏହା ଫଳରେ ଜଣେ ମହିଳାଙ୍କର ପିରିୟଡସରେ ଅନିୟମିତତା ଏବଂ ଗର୍ଭଧାରଣରେ ସମସ୍ୟା ହୋଇଥାଏ। କିନ୍ତୁ ସୁସ୍ଥ ଜୀବନଶୈଳୀ, ଖାଦ୍ୟପେୟରେ ପରିବର୍ତ୍ତନ ଏବଂ ଡାକ୍ତରଙ୍କ ପରାମର୍ଶ ଦ୍ୱାରା ପିସିଓଏସ୍‌କୁ ପରିଚାଳନା କରାଯାଇପାରିବ।

ତେବେ ପିସିଓଏସ କାହିଁକି ହୁଏ, ପିସିଓଏସ ଯୋଗୁଁ ଗର୍ଭଧାରଣରେ କେଉଁ ସମସ୍ୟା ହୁଏ, ସନ୍ତାନ ଜନ୍ମ ହେବା ପରେ ପିସିଓଏସ ସମ୍ପୂର୍ଣ୍ଣ ଭଲ ହୋଇଯାଏ କି, ଏ ସମସ୍ତ ବିଷୟରେ ବିଶିଷ୍ଟ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଅଲକ୍ତା ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #PCOS #Pregnancy #PregnancyCare #Causes #Treatment #OdiaHealthTips #DoctorAdvice

Comment