ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆତ୍ମହତ୍ୟାକୁ ରୋକିବା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୧୦କୁ ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ଭାବେ ପାଳନ କରାଯାଏ।

ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ସାରା ବିଶ୍ୱରେ ପ୍ରତି ୪୦ ସେକେଣ୍ଡରେ କେହି ନା କେହି ଆତ୍ମହତ୍ୟା କରୁଛନ୍ତି। ସାଧାରଣତଃ ୧୫ରୁ ୨୯ ବର୍ଷର ଯୁବପିଢ଼ି ଆତ୍ମହତ୍ୟାକୁ ଚରମ ସୀମା ଭାବେ ବାଛି ନେଉଛନ୍ତି। ଆତ୍ମହତ୍ୟା କରିବାର ଏକ ମୁଖ୍ୟ କାରଣ ପାଲଟିଛି ମାନସିକ ଚାପ ଏବଂ ଡିପ୍ରେସନ।

ତେବେ ଆତ୍ମହତ୍ୟାକୁ କେମିତି ରୋକାଯାଇ ପାରିବା, ଆତ୍ମହତ୍ୟା ପୂର୍ବରୁ କ’ଣ ସବୁ ଲକ୍ଷଣ ଦେଖାଯାଏ, ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ଏନେଇ କ’ଣ କହୁଛନ୍ତି ଜାଣିବା ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓରେ।

 Tags: #SuicidePreventionDay #Suicide #Symptoms #SuicidalBehavior #DoctorAdvice

Comment