ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ମହିଳାଙ୍କ ତୁଳନାରେ ପୁରୁଷଙ୍କଠାରେ ପରିସ୍ରା ରାସ୍ତା ଜାମ୍ ହେବାର ଆଶଙ୍କା ଅଧିକ। ବାରମ୍ବାର ୟୁରିନ ଇନ୍‌ଫେକ୍ସନ୍‌, ଯୌନ ସଞ୍ଚାରିତ ରୋଗ (STI) ଏବଂ କୌଣସି ଅପରେସନ ଯୋଗୁଁ ପରିସ୍ରା ରାସ୍ତା ସରୁ ବା ଜାମ୍‌ ହୋଇଯାଏ। ଫଳରେ ପରିସ୍ରାର ଧାରା ସରୁ ହୋଇ ଯାଏ, ପରିସ୍ରା କରିବା ବେଳେ କୁନ୍ଥେଇକି ପରିସ୍ରା କରିବା ଭଳି ଲକ୍ଷଣ ଦେଖାଦିଏ।

ତେବେ ପରିସ୍ରା ନଳୀ ଜାମ୍ ହେବାର କାରଣ କ’ଣ, ପରୀସ୍ରା ନଳୀ ଜାମ୍ ହେଲେ କେଉଁ ସମସ୍ୟା ହୁଏ, ଏହାର ପରୀକ୍ଷା କେମିତି କରାଯାଏ ଓ କିପରି ଏହାର ଚିକିତ୍ସା ହୁଏ, ସେ ବିଷୟରେ ବିଶିଷ୍ଟ ୟୁରୋଲୋଜିଷ୍ଟ ଡାକ୍ତର ଆଦିତ୍ୟ ପ୍ରସାଦ ପାଢ଼ୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

 Tags: #StrictureUrethra #Symptoms #Treatment #DoctorAdvice

Comment