ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ରାଜନୀତିର ଲୋକପ୍ରିୟ ନେତା ବାବୁ ସିଂ। ଛାତ୍ର ଜୀବନରୁ ରାଜନୀତି ସହ ସେ ଯୋଡ଼ି ହୋଇଛନ୍ତି। ୨୦୨୪ରେ ଭୁବନେଶ୍ୱରର ଏକାମ୍ର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ଯୁକ୍ତ ୨ ପାଠ ପଢ଼ୁଥିବା କଲେଜ ଇଲେକ୍ସନରେ ନିର୍ବାଚନ ଲଢ଼ି ବିଜୟ ହାସଲ କରିଥିଲେ ବାବୁ ସିଂ। ପରବର୍ତ୍ତୀ ସମୟରେ ସେ ସକ୍ରିୟ ରାଜନୀତିରେ ପାଦ ଦେଇଥିଲେ। ଜନତା ଦଳ ସହ ଯୋଡ଼ି ହୋଇ ନିଜ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ।

ରାଜନୀତି କରିବାର ଇଚ୍ଛା ଏବଂ ପରିବାରର ସମର୍ଥନ ତାଙ୍କୁ ଏତେ ବାଟ ପର୍ଯ୍ୟନ୍ତ ଆଣିଛି ବୋଲି କୁହନ୍ତି ବାବୁ ସିଂ। ସେ କୁହନ୍ତି ରାଜନୀତି କରିବା ସହଜ କଥା ନୁହେଁ। ରାଜନୀତିର ଚାଷ ଜମି ବହୁତ ଗଭୀର।

ଓଡ଼ିଶାଲାଇଭ୍‌ର ସ୍ୱତନ୍ତ୍ର ସାକ୍ଷାତକାରରେ ରାଜ୍ୟ ରାଜନୀତିକୁ ନେଇ କହିଛନ୍ତି ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି ବିଧାୟକ ବାବୁ ସିଂ। ଦେଖନ୍ତୁ ଭିଡିଓ।

Tags: #BabuSingh #Politician #Ketekatha #Odisha

Comment