ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଛୁଆଙ୍କଠାରେ ବି ହୋଇପାରେ ଗଣ୍ଠିବାତ ରୋଗ। ତେବେ କେଉଁ କାରଣ ଯୋଗୁଁ ଛୁଆଙ୍କଠାରେ ଗଣ୍ଠିବାତ ରୋଗ ହୋଇପାରେ ତାହା ମନକୁ ଆସିବା ସ୍ଵାଭାବିକ କଥା।

ତେବେ ଛୁଆମାନଙ୍କର ଗଣ୍ଠିବାତ ରୋଗ କାହିଁକି ହୁଏ, ଛୁଆଙ୍କ ଗଣ୍ଠିବାତ ସମସ୍ୟା ହେଲେ କେମିତି ଜାଣିବେ, କେତେବେଳେ ଡାକ୍ତରଙ୍କ ପରାମର୍ଶ ନେବେ ଏବଂ ଛୁଆଙ୍କ ଗଣ୍ଠିବାତ ରୋଗର ଚିକିତ୍ସା କିପରି କରାଯାଏ, ସେ ବିଷୟରେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଦେବାଶିଷ ପାତ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #ChildhoodArthritis #JuvenileIdiopathicArthritis #ChildCare #Causes #Treatment #HealthyLife #OdiaHealthTips #DoctorAdvice

Comment