ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବର୍ତ୍ତମାନ ସମୟରେ ଗ୍ୟାସ ଓ ଏସିଡିଟି ସମସ୍ୟାକୁ ନେଇ ଅନେକ ଚିନ୍ତିତ। ଖାଦ୍ୟପେୟରେ ଅନିୟମିତତା ଯଥା ଅଧିକ ଫାଷ୍ଟ ଫୁଡ୍ ସେବନ, ଠିକ୍‌ ସମୟରେ ନ ଖାଇବା ଏବଂ ବ୍ୟାୟାମ ଅଭାବ କାରଣରୁ ଏହି ସମସ୍ୟା ବଢ଼ିବାରେ ଲାଗିଛି।

ତେବେ କେମିତି ଗ୍ୟାସ ଏବଂ ଏସିଡିଟି ସମସ୍ୟାରୁ ମୁକ୍ତି ପାଇବେ, ସେ ବିଷୟରେ ବିଶିଷ୍ଟ ପେଟ ଓ ଯକୃତ ରୋଗ ବିଶେଷଜ୍ଞ ଡାକ୍ତର ଶକ୍ତି ପ୍ରସାଦ ଚୌଧୁରୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Gastritis #Acidity #Causes #Treatment #HealthyLife #OdiaHealthTips #DoctorAdvice

Comment