ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଆଣ୍ଠୁଗଣ୍ଠି ପ୍ରତିରୋପଣ ପରେ କେତେକ ବ୍ୟକ୍ତିଙ୍କଠାରେ ସଂକ୍ରମଣ ହେବାର ଆଶଙ୍କା ରହିଥାଏ। ତେଣୁ ଆଣ୍ଠୁଗଣ୍ଠି ପ୍ରତିରୋପଣ ପରବର୍ତ୍ତୀ ପରିଚାଳନା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ।

ତେବେ ଆଣ୍ଠୁଗଣ୍ଠି ପ୍ରତିରୋପଣ ପରେ ସଂକ୍ରମଣ କାହିଁକି ହୁଏ, ଆଣ୍ଠୁଗଣ୍ଠି ପ୍ରତିରୋପଣ ପରେ ସଂକ୍ରମଣକୁ କିପରି ଜାଣିବେ, ଥରେ ଆଣ୍ଠୁଗଣ୍ଠି ପ୍ରତିରୋପଣ ପରେ ପୁଣି ଥରେ ପ୍ରତିରୋପଣ କରାଯାଏ କି ଏବଂ ଆଣ୍ଠୁଗଣ୍ଠି ପ୍ରତିରୋପଣ ପରେ ସଂକ୍ରମଣକୁ କେମିତି ରୋକି ହେବ, ସେ ବିଷୟରେ ଡାକ୍ତର ଦିବ୍ୟ ସିଂଘଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #KneeReplacement #PostKneeReplacementCare #Infection #Causes #Treatment #OdiaHealthTips #DoctorAdvice

Comment