ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଅଧିକାଂଶ ଲୋକଙ୍କର ଅଣ୍ଟା ବିନ୍ଧାର କାରଣ ସିଆଟିକା ହୋଇଥାଏ। ସିଆଟିକା ସମସ୍ୟା ଥିଲେ ଯନ୍ତ୍ରଣା ଅଣ୍ଟାଠୁ ଆରମ୍ଭ କରି ଗୋଡ଼ ଯାଏଁ ହୋଇଥାଏ।

ତେବେ ସିଆଟିକା କାହିଁକି ହୁଏ, ସିଆଟିକାର ଲକ୍ଷଣକୁ କେମିତି ଚିହ୍ନିବେ, ସିଆଟିକା ରୋଗୀ କ’ଣ ଖାଇବେ, କ’ଣ ନୁହେଁ ଓ ଏହାର ଚିକିତ୍ସା ଚିକିତ୍ସା କିପରି କରାଯାଏ, ସେ ବିଷୟରେ ପେନ୍‌ ଏବଂ ସ୍ପାଇନ୍‌ ସ୍ପେସାଲିଷ୍ଟ ଡାକ୍ତର ରାଜେନ୍ଦ୍ର ସାହୁଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Sciatica #OdiaHealthTips #Treatment #DoctorAdvice

Comment