ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଅଳ୍ପ ବୟସରୁ ଡାଏବେଟିସ୍‌ ହେବା ହୁଏତଃ ବଂଶାନୁଗତ ହୋଇପାରେ। ବର୍ତ୍ତମାନ ଏଥିପାଇଁ ଜେନେଟିକ୍‌ ଦାୟୀ ନୁହେଁ, ବରଂ ଦାୟୀ ହେଉଛି ଆମର ଜୀବନଶୈଳୀ ଓ ଖାଦ୍ୟପେୟ। ଫାଷ୍ଟଫୁଡ୍‌, ଶାରୀରିକ ପରିଶ୍ରମର ଅଭାବ ଏବଂ ମାନସିକ ଚାପ ହିଁ ଯୁବାବସ୍ଥାରେ ଡାଏବେଟିସ୍‌ର ମୂଳ କାରଣ ବୋଲି ଡାକ୍ତର କୁହନ୍ତି।

ତେବେ ଯୁବାବସ୍ଥାରେ ଡାଏବେଟିସ କାହିଁକି ହେଉଛି, ଯୁବାବସ୍ଥାରେ ଡାଏବେଟିସକୁ ଚିହ୍ନିବେ କିପରି, ଯୁବାବସ୍ଥାରେ ଡାଏବେଟିସକୁ କିପରି ରୋକି ହେବ, ସେ ବିଷୟରେ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ଅଙ୍କିତା ତିଓ୍ୱାରି କ’ଣ କହୁଛନ୍ତ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Diabetes #DiabetesinYouth #Causes #Treatment #OdiaHealthTips #DoctorAdvice

Comment