ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଅଧିକ ଦିନ ଧରି କୋଷ୍ଠକାଠିନ୍ୟ ଲାଗି ରହିଲେ ଏହା କଳକଣ୍ଟକ ଓ ଅର୍ଶକୁ ଗତି କରିଥାଏ। ତେଣୁ କୋଷ୍ଠକାଠିନ୍ୟ ସମସ୍ୟାର ନିରାକରଣ କରିବା ନିହାତି ଜରୁରୀ।

ତେବେ ପ୍ରାଥମିକ ଅବସ୍ଥାରୁ ମଳକଣ୍ଟକ ସମସ୍ୟାକୁ ଚିହ୍ନିବେ କେମିତି, ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ବିଶିଷ୍ଟ ପେଟ ରୋଗ ବିଶେଷଜ୍ଞ ଡାକ୍ତର ମାନସ କୁମାର ବେହେରାଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #AnalFissures #Symptoms #Treatment #Causes #OdiaHealthTips #DoctorAdvice

Comment