ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଅଲଜାଇମର ଏକ ପ୍ରକାର ରୋଗ, ଯେଉଁଥିରେ ବ୍ୟକ୍ତିଙ୍କର ମନେ ରଖିବା ଶକ୍ତି କମିଯାଏ, ଧୀରେ ଧୀରେ ବ୍ୟକ୍ତି ନିଜର ନିତିଦିନିଆ କାର୍ଯ୍ୟ କରିବାକୁ ଭୁଲିଯାଏ।
ତେବେ ଏହା କାହିଁକି ହୁଏ, ଅଲଜାଇମର ଓ ଡିମେନସିଆ ମଧ୍ୟରେ ଫରକ କ’ଣ, ଅଲଜାଇମର ରୋଗକୁ ଏଡାଇବେ କିପରି ଓ ଅଲଜାଇମର ରୋଗୀଙ୍କ ଯତ୍ନ କେମିତି ନେବେ, ଏ ସମସ୍ତ ବିଷୟରେ ନ୍ୟୁରୋଲୋଜିଷ୍ଟ ଡାକ୍ତର ଅମ୍ଳାନ ତପନ ମହାପାତ୍ରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #AlzheimerDisease #Symptoms #Treatment #Causes #OdiaHealthTips #DoctorAdvice
















