ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆଜିକାଲି ବିଭିନ୍ନ କାରଣ ଯୋଗୁଁ ମହିଳାମାନେ ଡେରିରେ ବିବାହ ବା ପିଲା ପାଇଁ ପ୍ଲାନ୍ କରୁଛନ୍ତି। ଅଧିକ ବୟସ ହେଲେ ମହିଳାଙ୍କ ଡିମ୍ବାଣୁର ଗୁଣବତ୍ତା କମିଯାଏ ଏବଂ ଛୁଆ ହେବାରେ ଅସୁବିଧା ହୋଇପାରେ। ଏହି ପରିସ୍ଥିତିକୁ ଏଡ଼ାଇବା ପାଇଁ ମହିଳାମାନେ ଏଗ୍ ପ୍ରିଜିଂ କରିପାରିବେ।
ତେବେ ମହିଳାଙ୍କ ଏଗ୍ ଫ୍ରିଜିଂ ଅର୍ଥ କ’ଣ, କାହିଁକି ଏଗ ଫିଜିଂ କରାଯାଏ, ଏଗ୍ ଫ୍ରିଜିଂ କରିବାର ସଠକ୍ ବୟସ କେତେ, ମହିଳାମାନେ ଏଗ୍ ଫ୍ରିଜିଂ କରିବା ପୂର୍ବରୁ କେଉଁ ଟେଷ୍ଟ କରିବା ଜରୁରୀ ଓ ସୁସ୍ଥ ଗର୍ଭଧାରଣ ପାଇଁ କେତୋଟି ଡିମ୍ବାଣୁର ଆବଶ୍ୟକତା ପଡ଼ିଥାଏ, ସେ ବିଷୟରେ ଫର୍ଟିଲିଟି ସ୍ପୋସାଲିଷ୍ଟ ଡାକ୍ତର ଶକ୍ତି କୁମାର ତ୍ରିପାଠୀଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #EggFreezing #Treatment #OdiaHealthTips #DoctorAdvice

















