ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଦୀର୍ଘ ସମୟ ଛିଡ଼ା ହେବା, ବସି ରହିବା ଯୋଗୁଁ ବା ଗର୍ଭାବସ୍ଥା ତଥା ଅନ୍ୟାନ୍ୟ କାରଣ ଯୋଗୁଁ ପାଦରେ ଫୁଲା ରହିଥାଏ। ଯଦି ଏହି ଫୁଲା କିଛି ସମୟ ପାଇଁ ରହେ ତା’ହେଲେ ଏହା ଚିନ୍ତାର ବିଷୟ ନୁହେଁ, କିନ୍ତୁ ଏହି ଫୁଲା ଅଧିକ ଦିନ ଧରି ରହିଲେ ଏହା ଚିନ୍ତାର ବିଷୟ।
ତେବେ ଗର୍ଭାବସ୍ଥାରେ ପାଦ ଫୁଲିଯିବାର କାରଣ କ’ଣ, ଗର୍ଭାବସ୍ଥାରେ ପାଦ ଫୁଲୁଥିଲେ କେଉଁ ସବୁ ସାବଧାନତା ଅବଲମ୍ବନ କରିବେ, କେତେବେଳେ ଡାକ୍ତରଙ୍କ ପରାମର୍ଶ ନେବେ ଓ ଏହାର ଚିକିତ୍ସା କିପରି କରାଯାଏ, ସେ ବିଷୟରେ ବଶିଷ୍ଟ ଅସ୍ଥି ଶଲ୍ୟ ବିଶେଷଜ୍ଞ ଡାକ୍ତର ଶକ୍ତି ସ୍ଵରୂପଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Pregnancy #SwollenFoot #Edema #Causes #Treatment #OdiaHealthTips #DoctorAdvice
















