ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ପ୍ରେମ ଆମ ଶରୀରର ଏକ ମାନସିକ ଅବସ୍ଥା କହିଲେ ଭୁଲ ହେବ ନାହିଁ। ପ୍ରେମ ହେଲେ ଆମେ ଶହେ ଜଣଙ୍କ ମଧ୍ୟରୁ ନିର୍ଦ୍ଧିଷ୍ଟ ପୁଅ କିମ୍ବା ଝିଅ ପ୍ରତି ଆକର୍ଷିତ ହୋଇଥାଉ। ବୈଜ୍ଞାନିକ କାରଣ ଦେଖିବାକୁ ଗଲେ କାହିଁକି ଏପରି ହୋଇଥାଏ? ପ୍ରେମ କରି ବିବାହ କରିବା ସତ୍ତ୍ୱେ ପୁଣି ଝଗଡ଼ା ହୁଏ କାହିଁକି?
ତେବେ ପ୍ରେମ କ’ଣ, ପ୍ରେମ କାହିଁକି ହୁଏ, ପରସ୍ପର ପ୍ରତି ପ୍ରେମକୁ କେମିତି ସବୁଦିନ ପାଇଁ ରଖିପାରିବେ, ସେ ବିଷୟରେ ବିଶିଷ୍ଟ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ସମ୍ରାଟ କରଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Relationship #Marriage #LoveRelation #OdiaHealthTips #DoctorAdvice


















