ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ବ୍ରେଷ୍ଟ କ୍ୟାନ୍ସର ବା ସ୍ତନ କର୍କଟ ଏକ ପ୍ରକାର କ୍ୟାନ୍ସର, ଯାହା ସ୍ତନର କୋଷଗୁଡ଼ିକରୁ ଆରମ୍ଭ ହୁଏ। ଏହା ଉଭୟ ପୁରୁଷ ଓ ମହିଳାଙ୍କୁ ହୋଇପାରେ। କିନ୍ତୁ, ଏହାର ଲକ୍ଷଣକୁ ଆଗୁଆ ଜାଣିପାରିଲେ ଆମେ ଏହାର ଭୟାବହତାକୁ ଏଡ଼ାଇଦେଇପାରିବା।

ସବୁଠୁ ଭଲ କଥା ହେଲା, ସ୍ତନ କର୍କଟର ଲକ୍ଷଣକୁ ଜଣେ ଘରେ ରହି ମଧ୍ୟ ଜାଣିପାରିବେ। ଏହାହାକୁ ସେଲ୍ଫ ବ୍ରେଷ୍ଟ ଏଗ୍‌ଜାମିନେସନ୍‌ କୁହାଯାଏ।

ତେବେ ସ୍ତନ କର୍କଟର ଲକ୍ଷଣକୁ କେମିତି ଚିହ୍ନିବେ, ସ୍ତନ କର୍କଟ ଜାଣିବା ପାଇଁ କେତେବେଳେ କରିବେ ସେଲ୍ଡ ଏଗ୍‌ଜାମିନେସନ ଓ ସ୍ତନ କର୍କଟକୁ ରୋକିବା ପାଇଁ ଜୀବନଶୈଳୀର ଭୂମିକା କ’ଣ, ସେ ସମସ୍ତ ବିଷୟରେ ରେଡିଏସନ୍‌ ଅଙ୍କୋଲୋଜିଷ୍ଟ ଡାକ୍ତର ସୁମନ ଦାସଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #BreastSelfExamination #BreastCancer #OdiaHealthTips #DoctorAdvice

Comment