ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ

ଜୀବନଶୈଳୀରେ ପରିବର୍ତ୍ତନ, ଖାଦ୍ୟପେୟରେ ଅନିୟମିତତା ଏବଂ ଶାରୀରିକ ପରିଶ୍ରମର ଅଭାବ ଯୋଗୁଁ ବିଭିନ୍ନ ରୋଗ ଦେଖାଦେଉଛି। ଏହା ମଧ୍ୟରୁ ଏବେ ଡାଏବେଟିସ ବା ମଧୁମେହ ଚିନ୍ତାର କାରଣ ପାଲଟିଛି।

ଡାଏବେଟିସ୍ କାହାକୁ ହେବାର ଆଶଙ୍କା ଅଧିକ ରହିଛି, ଏହାର ଲକ୍ଷଣକୁ କେମିତି ଚିହ୍ନିବେ ଓ କେତେବେଳେ ଡାଏବେଟିସ୍‌ ଟେଷ୍ଟ କରିବା ଆବଶ୍ୟକ, ସେ ସମ୍ପର୍କରେ ବିଶିଷ୍ଟ ଏଣ୍ଡୋକ୍ରାଇନୋଲୋଜିଷ୍ଟ ଡାକ୍ତର ରିତେଶ କୁମାର ଅଗୱାଲଙ୍କଠାରୁ ଅଧିକ ଜାଣିବା ପାଇଁ  ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।

Tags: #Diabetes #DiabetesText #Symptoms #Treatment #HealthCare #OdiaHealthTips #DoctorAdvice

Comment