ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ଆର୍ଥ୍ରାଇଟିସ୍ ବା ଗଣ୍ଠି ଯନ୍ତ୍ରଣା ଆଜିକାଲି ସବୁଠାରୁ ସାଧାରଣ ସମସ୍ୟା। ପୂର୍ବରୁ ଏହା ବୟସ୍କଙ୍କଠାରେ ଦେଖାଦେଉଥିଲା, ହେଲେ ବର୍ତ୍ତମାନ ଯୁବାବସ୍ଥାରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳୁଛି।
ତେବେ ଏହା କାହିଁକି ହେଉଛି, ଆର୍ଥ୍ରାଇଟିସକୁ ରୋକିବା କିପରି, ଅଳ୍ପ ବୟସରରେ ଗଣ୍ଠି ଯନ୍ତ୍ରଣା କାହିଁକି ହୁଏ, କେତେବେଳେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ, ଗଣ୍ଠି ଯନ୍ତ୍ରଣାର ଚିକିତ୍ସା କିପରି କରାଯାଏ, ସେ ବିଷୟରେ ବିଶିଷ୍ଟ ଅସ୍ଥିଶଲ୍ୟ ବିଶେଷଜ୍ଞ ଡାକ୍ତର ଶକ୍ତି ସ୍ୱରୂପଙ୍କଠାରୁ ଅଧିକ ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #Arthritis #JointPain #Causes #Treatment #OdiaHealthTips #DoctorAdvice















