ଓଡ଼ିଶାଲାଇଭ୍ ସ୍ଵାସ୍ଥ୍ୟ ବ୍ୟୁରୋ
ସୋସିଆଲ ମିଡିଆ ସିଧାସଳଖ ନହେଉ ପଛେ ଆମ ସ୍ୱାସ୍ଥ୍ୟକୁ ଅନେକାଂଶରେ କ୍ଷତି ପହଞ୍ଚାଏ। ଅତ୍ୟଧିକ ସୋସିଆଲ ମିଡିଆର ବ୍ୟବହାର ଏକ ନିଶା ଭଳି ଆମ ଦୈନନ୍ଦିନ ଜୀବନ ଉପରେ ପ୍ରଭାବ ପକାଉଛି।
ଫଳରେ ଅଳସୁଆପଣ, ନିଦ୍ରାରେ ଅସୁବିଧା, ଅସ୍ଵାସ୍ଥ୍ୟକର ଖାଦ୍ୟ ଅଭ୍ୟାସ ବଢ଼ିବାରେ ଲାଗିଛି। ଏ ସମସ୍ତ କାରଣ ଜଣେ ବ୍ୟକ୍ତିକୁ ହାର୍ଟ ଆଟାକ୍ ଆଡ଼କୁ ଟାଣି ନେଉଛି। ଏ ବିଷୟରେ ହୃଦରୋଗ ବିଶେଷଜ୍ଞ ଡାକ୍ତର ଲିଙ୍ଗରାଜ ନାଥ କ’ଣ କହୁଛନ୍ତି ଜାଣିବା ପାଇଁ ସ୍ଵାସ୍ଥ୍ୟପ୍ଲସ ଓଡ଼ିଆର ଏହି ଭିଡିଓ ଦେଖନ୍ତୁ।
Tags: #SocialMedia #HeartAttack #HeartProblem #Causes #Treatment #OdiaHealthTips #DoctorAdvice
















